Back to Top
Radio Amrutavani Screenshot 0
Radio Amrutavani Screenshot 1
Radio Amrutavani Screenshot 2
Radio Amrutavani Screenshot 3
Free website generator for mobile apps; privacy policy, app-ads.txt support and more... AppPage.net

About Radio Amrutavani

ରେଡିଓ ଅମୃତବାଣୀ ଆପ୍ ବ୍ରହ୍ମାକୁମାରୀ ଓଡ଼ିଶା ସେବାକେନ୍ଦ୍ର ସମୂହ ଦ୍ବାରା ଓଡ଼ିଶାବାସୀଙ୍କର ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ତିଆରି କରାଯାଇଛି। ଏହି ଆପ୍ ର ଶ୍ରୋତା ପ୍ରତିଦିନ ସହଜ ରାଜଯୋଗ ଧ୍ୟାନ ଶିକ୍ଷା, ଆଧ୍ୟାତ୍ମିକ ପ୍ରବଚନ, ମୂଲ୍ୟବୋଧ ଟକ୍ ଶୋ, ପ୍ରଶ୍ନୋତ୍ତର ଏବଂ ସୁନ୍ଦର ସକାରାତ୍ମକ ଗୀତ କାର୍ଯକ୍ରମ ଶୁଣି ନିଜ ଜୀବନକୁ ଆଧ୍ୟାତ୍ମିକ ମୂଲ୍ୟବୋଧ ରେ ଭରପୁର କରି ପାରିବେ। ଶ୍ରୋତାବନ୍ଧୁ ମାନେ ଅମୃତବାଣୀ ରେଡିଓ କାର୍ଯକ୍ରମରେ ଭାଗ ନେବା ପାଇଁ ଅମୃତବାଣୀର ହ୍ଵାଟସଆପ୍ ନମ୍ବର 9414152625 ରେ ସମ୍ପର୍କ କରି ନିଜ ରେକର୍ଡିଂ ପଠେଇ ପାରିବେ।

ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବ ବିଦ୍ୟାଳୟ ମହିଳାମାନଙ୍କ ନେତୃତ୍ବ ରେ ସଂଚାଳିତ ଏକ ଅନ୍ତରାଷ୍ଟ୍ରୀୟ ମୂଲ୍ୟବୋଧ ଶିକ୍ଷା ଅନୁଷ୍ଠାନ। 1936 ମସିହାରେ ଆରମ୍ଭ ହୋଇଥିବା ଏହି ବିଶ୍ୱବ୍ୟାପୀ ଆଧ୍ୟାତ୍ମିକ ଆନ୍ଦୋଳନ ବର୍ତମାନ ପୃଥିବୀର 5 ଟି ମହାଦେଶର 137 ଟି ଦେଶରେ ବ୍ୟାପକ। ଏହି ଶିକ୍ଷା ଅନୁଷ୍ଠାନ ମାନବ ଜାତିର ସକାରାତ୍ମକ ବ୍ୟକ୍ତିଗତ ପରିବର୍ତ୍ତନ ଏବଂ ବିଶ୍ୱ ନବୀକରଣ ପାଇଁ ସମର୍ପିତ ରୂପେ କାର୍ଯ୍ୟରତ|ତା ସହିତ ମିଳିତ ଜାତିସଂଘର ଲୋକସମ୍ପର୍କ ବିଭାଗ ସହିତ ଜଡିତ ହୋଇ ଏକ ଆନ୍ତର୍ଜାତୀୟ ଏନଜିଓ ଭାବରେ ମଧ୍ୟ କାର୍ଯ୍ୟରତ।

ଶ୍ରୋତାବନ୍ଧୁ ସହଜ ରାଜଯୋଗ ଶିକ୍ଷା ବିଷୟରେ ଅଧିକ ଜାଣିବା ପାଇଁ ନିଜ ନିକଟସ୍ଥ ସେବାକେନ୍ଦ୍ରକୂ ସମ୍ପର୍କ କରି ପାରିବେ। ନିକଟସ୍ଥ ସେବାକେନ୍ଦ୍ରର ଠିକଣା ଜାଣିବା ପାଇଁ ନିମ୍ନ ଲିଙ୍କକୁ ଯାଇ ନିଜ ସହରର ନାଁ ଖୋଜି ପାରିବେ| https://www.brahmakumaris.com/centers/



Radio Amrutavani app is created by Brahma Kumaris Odisha centers for the spiritual upliftment of the people of Odisha. Listeners of this app can enrich their lives with spiritual values by listening to easy Raja Yoga meditation lessons, spiritual discourses, values talk shows, question-answer sessions and beautiful positive song programs every day. Listeners can send their recordings by contacting Amritani's WhatsApp number 9414152625 to participate in the Amritani Radio program.

Brahma Kumaris is an international values education institution run by women. This worldwide spiritual movement, which started in 1936, is now widespread in 137 countries on 5 continents. This educational institute is also working as an international NGO in association with the Department of Public Affairs of the United Nations, dedicated to the positive personal transformation of the human race and postive world tranformation.

Students can contact our nearest meditation centers to know more about Raja Yoga meditation. To know the address of the nearest service center, you can go to the link below and search for your city name https://www.brahmakumaris.com/centers/

Similar Apps

Radio Madhuban App

Radio Madhuban App

0.0

Radio Madhuban is a community radio service or CRS, dedicated to the...

Puneri Awaz 107.8 FM

Puneri Awaz 107.8 FM

0.0

Through the app you can- Listen online- Program Guide- Sleep Timer- Choose...

Radio Sabarmati 89.6 FM

Radio Sabarmati 89.6 FM

0.0

Radio Sabarmati 89.6 FM is a community radio station located in the...

Dadi Janki

Dadi Janki

0.0

​The official Dadi Janki app is complete source of information ​and links...

author
Gud
Surendra Khuntia
author
ଓଁ ଶାନ୍ତି
Pratyush Padhan
author
Om shanti
Gunanidhi Dang
author
Nice
Anil Naik
author
Bahut sundar karyakram
simanchal swain
author
It's really helpful....love u Baba ...
SUJATA PAUL